ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରୋଶ ହାଶନାହା ଅବସରରେ ବିଶ୍ୱର ସମସ୍ତ ଇହୁଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 SEP 2022 6:23PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୋଶ ହାଶନାହା ଅବସରରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ୟାଆର ଲାପିଡ, ଇସ୍ରାଏଲର ପ୍ରିୟ ବାସିନ୍ଦା ଏବଂ ବିଶ୍ୱର ସମସ୍ତ ଇହୁଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ରୋଶ ହାଶନାହା ଅବସରରେ ମୋର ବନ୍ଧୁ ୟାଆର ଲାପିଡ, ଇସ୍ରାଏଲର ପ୍ରିୟ ବାସିନ୍ଦା ତଥା ସମଗ୍ର ବିଶ୍ୱରେ ବସବାସ କରୁଥିବା ଇହୁଦୀ ସମ୍ପ୍ରଦାୟକୁ ହାର୍ଦ୍ଦିକ ଶୁଭେଚ୍ଛା ନୂତନ ବର୍ଷ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ, ଶାନ୍ତି ଏବଂ ସମୃଦ୍ଧି ଆଣିଦେଉ ଶାନା ଟୋଭା!”

HS


(ରିଲିଜ ଆଡି: 1862366) ପରିଦର୍ଶକ କାଉଣ୍ଟର : 178