ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଙ୍ଗୋଲା ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ମହାମହିମ ଜୋଆଓ ମେନୁଏଲ ଗୋଁକାଲୱେସ ଲୌରେଂକୋଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
15 SEP 2022 4:14PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଙ୍ଗୋଲାର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ମହାମହିମ ଜୋଆଓ ମେନୁଏଲ ଗୋଁକାଲୱେସ ଲୌରେଂକୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
ଆଙ୍ଗୋଲାର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ମହାମହିମ ଜୋଆଓ ମେନୁଏଲ ଗୋଁକାଲୱେସ ଲୌରେଂକୋ @jlprdeangola ଙ୍କୁ ଅଭିନନ୍ଦନ । ଆମ ଦ୍ୱିପାକ୍ଷିକ ସମ୍ପର୍କରେ ଆହୁରି ମଜବୁତ କରିବା ପାଇଁ ମିଳିତ ଭାବେ କାମ କରିବାକୁ ଆଶାବାଦୀ ।
SR
(ରିଲିଜ ଆଡି: 1859817)
ପରିଦର୍ଶକ କାଉଣ୍ଟର : 158
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam