ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ସାଇରସ୍ ମିସ୍ତ୍ରୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 04 SEP 2022 6:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ସାଇରସ୍ ମିସ୍ତ୍ରୀଙ୍କ ଅକାଳ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଯେ ସେ ଜଣେ ପ୍ରତିବଦ୍ଧ ବ୍ୟବସାୟିକ ନେତୃତ୍ୱ ଥିଲେ ଯିଏ ଭାରତର ଆର୍ଥିକ ଶକ୍ତିରେ ବିଶ୍ୱାସ କରୁଥିଲେ

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଶ୍ରୀ ସାଇରସ୍ ମିସ୍ତ୍ରୀଙ୍କ ଅକାଳ ବିୟୋଗ ଆଶ୍ଚର୍ଯ୍ୟଜନକ ଅଟେ ସେ ଜଣେ ପ୍ରତିବଦ୍ଧ ବ୍ୟବସାୟୀ ନେତୃତ୍ୱ ଥିଲେ ଯିଏ ଭାରତର ଆର୍ଥିକ ଶକ୍ତିରେ ବିଶ୍ୱାସ କରୁଥିଲେ ତାଙ୍କର ଦେହାନ୍ତ ବାଣିଜ୍ୟ ଏବଂ ଶିଳ୍ପ ଜଗତ ପାଇଁ ଏକ ବଡ କ୍ଷତି ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା ତାଙ୍କର ଆତ୍ମାର ସଦଗତି ପ୍ରାପ୍ତ ହେଉ

HS


(ରିଲିଜ ଆଡି: 1856679) ପରିଦର୍ଶକ କାଉଣ୍ଟର : 156