ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନମୋ ଆପରେ ୨୮ ଅଗଷ୍ଟ ୨୦୨୨ ‘ମନ୍ କି ବାତ' ଉପରେ ଆଧାରିତ କୁଇଜରେ ଭାଗ ନେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
28 AUG 2022 9:27PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାମୋ ଆପରେ ୨୮ ଅଗଷ୍ଟ ୨୦୨୨ ‘ମନ କି ବାତ'କୁ ଆଧାର କରି କୁଇଜରେ ଭାଗ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । କୁଇଜ୍ କେବଳ ୩୧ ଅଗଷ୍ଟ ୨୦୨୨ ବୁଧବାର ପର୍ଯ୍ୟନ୍ତ ସକ୍ରିୟ ରହିବ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଆଜିର ଏପିସୋଡକୁ ଆଧାର କରି ଆପଣ ମନ କି ବାତ୍ କୁଇଜରେ ଭାଗ ନେଉଛନ୍ତି କି?”
HS
(रिलीज़ आईडी: 1856503)
आगंतुक पटल : 142
इस विज्ञप्ति को इन भाषाओं में पढ़ें:
Telugu
,
Malayalam
,
Tamil
,
Marathi
,
Kannada
,
Bengali
,
Assamese
,
English
,
Urdu
,
हिन्दी
,
Manipuri
,
Punjabi
,
Gujarati