ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସୋନିଆ ଗାନ୍ଧୀଙ୍କ ମା'ଙ୍କ ଦେହାନ୍ତରେ ଶ୍ରୀମତୀ ଗାନ୍ଧୀଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
31 AUG 2022 8:06PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ତାଙ୍କ ମାତା ଶ୍ରୀମତୀ ପାଓଲା ମାନିଓଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ସୋନିଆ ଗାନ୍ଧୀ ଜୀଙ୍କୁ ତାଙ୍କ ମାତା ଶ୍ରୀମତୀ ପାଓଲା ମାନିଓଙ୍କ ଦେହାନ୍ତରେ ସମବେଦନା । ତାଙ୍କର ଆତ୍ମାକୁ ଶାନ୍ତି ମିଳୁ । ଏହି ଦୁଃଖ ସମୟରେ ମୋର ଚିନ୍ତାଧାରା ସମଗ୍ର ପରିବାର ସହିତ ଅଛି ।”
HS
(रिलीज़ आईडी: 1855948)
आगंतुक पटल : 167
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam