ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୁରୁଷ ଡବଲ୍ ଟେବୁଲ୍ ଟେନିସରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶରଥ କମଲ ଏବଂ ସାଥିୟାନ୍ ଗଣଶେଖରନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 11 AUG 2022 4:22PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ୍ ସିଡବ୍ଲ୍ୟୁଜି ୨୦୨୨ ରେ ପୁରୁଷ ଡବଲ୍ ଟେବୁଲ୍ ଟେନିସରେ ରୌପ୍ୟ ପଦକ ଜିତିବା ପାଇଁ ଶରଥ କମଲ ଏବଂ ସାଥିୟାନ୍ ଗଣଶେଖରନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଦଳଗତ କାର୍ଯ୍ୟ ପାଇଁ ଅଧିକ ଶକ୍ତି! ଆନନ୍ଦିତ ଯେ ଶରଥ କମଲ ଏବଂ ସାଥିୟାନ ଗଣଶେଖରନଙ୍କ ଦଳ ପୁରୁଷ ଡବଲ୍ସ କ୍ରୀଡାରେ ରୌପ୍ୟ ପଦକ ଜିତିଛନ୍ତି ଏହି ପ୍ରତିଭାବାନ ଆଥଲେଟ୍ ମାନଙ୍କୁ ଶୁଭେଚ୍ଛା    #Cheer4India”

HS


(ରିଲିଜ ଆଡି: 1850914) ପରିଦର୍ଶକ କାଉଣ୍ଟର : 165