ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରୌପ୍ୟ ପଦକ ଜିତିବା ପାଇଁ ଭାରତୀୟ ପୁରୁଷ ହକି ଦଳ ପାଇଁ ଗର୍ବ ଅନୁଭବ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 09 AUG 2022 3:03PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଲ୍ୟୁଜି ୨୦୨୨ ରେ ରୌପ୍ୟ ପଦକ ଜିତିଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ସିଡବ୍ଲ୍ୟୁଜିରେ ଏକ ଉତ୍ସାହଜନକ ପ୍ରଦର୍ଶନ ଏବଂ ଏକ ରୌପ୍ୟ ପଦକ ଜିତିବା ପାଇଁ ପୁରୁଷ ହକି ଦଳ ଲାଗି ଗର୍ବିତ ମୁଁ ନିଶ୍ଚିତ ଯେ ଏହି ଦଳ ଭବିଷ୍ୟତରେ ଭାରତକୁ ଗର୍ବିତ କରିବ ଏବଂ ଯୁବକମାନଙ୍କୁ ହକିରେ ଉତ୍ସାହିତ କରିବ   #Cheer4India"

HS


(रिलीज़ आईडी: 1850235) आगंतुक पटल : 207
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam