ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସିଡବ୍ଲ୍ୟୁଜି ୨୦୨୨ ରେ ୫୭ କିଲୋଗ୍ରାମ କୁସ୍ତିରେ ରୌପ୍ୟ ପଦକ ଜିତିଥିବାରୁ ଅଂଶୁ ମଲିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 08 AUG 2022 3:41PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ୫୭ କିଲୋଗ୍ରାମ କୁସ୍ତିରେ ରୌପ୍ୟ ପଦକ ଜିତିଥିବାରୁ ଅଂଶୁ ମଲିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

କୁସ୍ତିରେ ରୌପ୍ୟ ପଦକ ଜିତିଥିବାରୁ ଏବଂ ତାଙ୍କ ଜନ୍ମଦିନରେ ଅଂଶୁ ମଲିକଙ୍କୁ ଅଭିନନ୍ଦନ କ୍ରୀଡା କ୍ଷେତ୍ରରେ ଆଗକୁ ଏକ ସଫଳ ଯାତ୍ରା ପାଇଁ ତାଙ୍କୁ ମୋର ଶୁଭେଚ୍ଛା କ୍ରୀଡା ପ୍ରତି ତାଙ୍କର ଆଗ୍ରହ ଅନେକ ଆଗାମୀ ପୀଢିର ଆଥଲେଟମାନଙ୍କୁ ଉତ୍ସାହିତ କରିବ

HS


(ରିଲିଜ ଆଡି: 1849822) ପରିଦର୍ଶକ କାଉଣ୍ଟର : 154