ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ତର-ପୂର୍ବାଞ୍ଚଳର ସାମଗ୍ରିକ ବିକାଶ ପାଇଁ ନିଆଯାଇଥିବା ପରିବର୍ତ୍ତନଶୀଳ ପଦକ୍ଷେପ ସଂକ୍ରାନ୍ତରେ – ‘୮ ବର୍ଷର ପୂର୍ବୋତ୍ତର କଲ୍ୟାଣ’ କୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
Posted On:
13 JUN 2022 11:10AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୮ ବର୍ଷ ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳର ସାମଗ୍ରିକ ବିକାଶ ପାଇଁ ନିଆଯାଇଥିବା ପରିବର୍ତ୍ତନଶୀଳ ପଦକ୍ଷେପ ବିଷୟରେ ତାଙ୍କ ୱେବସାଇଟ୍, ନାମୋ ଆପ୍ ଏବଂ ମାଇଁଗଭ୍ରୁ ପ୍ରବନ୍ଧ ଏବଂ ଟୁଇଟ୍ ସୂତ୍ର ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଗତ ୮ ବର୍ଷ ମଧ୍ୟରେ ଉତ୍ତର-ପୂର୍ବରେ ଅକଳ୍ପନୀୟ ବିକାଶ ଘଟିଛି । ଭିତ୍ତିଭୂମି ସୃଷ୍ଟି, ଉନ୍ନତ ସ୍ୱାସ୍ଥ୍ୟସେବା, ଶିକ୍ଷା ଆଦି ସୁନିଶ୍ଚିତ କରିବା ସହିତ ଅଞ୍ଚଳର ବିଭିନ୍ନ ରାଜ୍ୟରୁ ସମୃଦ୍ଧ ସଂସ୍କୃତିର ଲୋକପ୍ରିୟତା ଉପରେ ଧ୍ୟାନ ଦିଆଯାଉଛି । #8YearsOfPurvottarKalyan”
“ଉତ୍ତର-ପୂର୍ବାଞ୍ଚଳର ସାମଗ୍ରିକ ବିକାଶ ପାଇଁ ପରିବର୍ତ୍ତନଶୀଳ ପଦକ୍ଷେପ । #8YearsOfPurvottarKalyan”
HS
(Release ID: 1833457)
Visitor Counter : 177
Read this release in:
English
,
Urdu
,
Marathi
,
Hindi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam