ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

"ଆଙ୍କାକ୍ଷୀ ମଧ୍ୟମ ବର୍ଗଙ୍କ ୮ ବର୍ଷ” ଶୀର୍ଷକ ପ୍ରବନ୍ଧ ଏବଂ ଟୁଇଟ୍‍ ସୂତ୍ରକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 07 JUN 2022 9:16PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୱେବସାଇଟ୍ narendramodi.in ରେ ମଧ୍ୟବିତ୍ତଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଭାରତ ସରକାର କିପରି କାର୍ଯ୍ୟ କରିଛନ୍ତି ସେ ସମ୍ବନ୍ଧରେ ପ୍ରବନ୍ଧ ସେୟାର କରିଛନ୍ତି ସେ ଏହି ପ୍ରସଙ୍ଗରେ ମାଇ ଗଭ୍ରେ ଏକ ଟୁଇଟ୍ ସୂତ୍ରକୁ ମଧ୍ୟ ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଆମର ମଧ୍ୟବିତ୍ତଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଭାରତ ସରକାର କିପରି କାର୍ଯ୍ୟ କରିଛନ୍ତି ସେ ସମ୍ବନ୍ଧରେ ସୂଚନାଯୋଗ୍ୟ ପ୍ରବନ୍ଧଗୁଡ଼ିକର ଏକ ସେଟ୍ ଅଛି   #8YearsOfAspirationalMiddleClass”

ଗତ ୮ବର୍ଷ ମଧ୍ୟରେ "ସହଜ ଜୀବନ ଯାପନକିପରି ଆଗକୁ ବଢିଛି ସେ ସମ୍ବନ୍ଧରେ ଏକ ବିସ୍ତୃତ ସୂଚନା :   #8YearsOfAspirationalMiddleClass”


HS


(रिलीज़ आईडी: 1832102) आगंतुक पटल : 206
इस विज्ञप्ति को इन भाषाओं में पढ़ें: Punjabi , Assamese , Tamil , Telugu , Malayalam , English , Urdu , Marathi , हिन्दी , Bengali , Manipuri , Gujarati , Kannada