ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅଷ୍ଟ୍ରେଲୀୟ ଲେବର ପାର୍ଟିର ବିଜୟ ତଥା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ମହାମହିମ ଆନ୍ଥୋନି ଅଲବନିଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
Posted On:
21 MAY 2022 9:07PM by PIB Bhubaneshwar
ଅଷ୍ଟ୍ରେଲୀୟ ଲେବର ପାର୍ଟିର ବିଜୟ ସହ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ମହାମହିମ ଆନ୍ଥୋନି ଅଲବନିଜଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ଅଷ୍ଟ୍ରେଲୀୟ ଲେବର ପାର୍ଟିର ବିଜୟ ଓ ପ୍ରଧାନମନ୍ତ୍ରୀ ଭାବେ ଆପଣ @AlboMP ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା ଜଣାଉଛି । ବିସ୍ତୃତ ରଣନୈତିକ ଭାଗିଦାରୀ ଆହୁରି ମଜବୁତ କରିବା ତଥା ଭାରତ- ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଦୁଇ ଦେଶର ମିଳିତ ପ୍ରାଥମିକତା ଦିଗରେ କାମ କରିବାକୁ ଆଗ୍ରହୀ । ”
SR
(Release ID: 1827282)
Visitor Counter : 153
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam