ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ପୂର୍ବାହ୍ନ ୯:୩୦ ରେ ଡିଫ୍ଅଲିମ୍ପିକ୍ସରେ ଭାରତୀୟ ଦଳ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
                    
                    
                        
                    
                
                
                    Posted On:
                21 MAY 2022 9:05AM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସକାଳ ୯:୩୦ ରେ ଡିଫ୍ଅଲିମ୍ପିକ୍ସର ଭାରତୀୟ ଦଳ ସହ ଆଲୋଚନା କରିବେ । ସେ କହିଛନ୍ତି ଯେ ସମଗ୍ର ଦଳଣ୍ଟଇତିହାସ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଭାରତୀୟଙ୍କ ମୁହଁରେ ହସ ଆଣି ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ସକାଳ ୯:୩୦ ରେ ଡିଫ୍ଅଲିମ୍ପିକ୍ସରେ ଭାରତର ଦଳ ସହିତ ଆଲୋଚନା କରିବାକୁ ଅପେକ୍ଷା କରିଛି । ସମଗ୍ର ଦଳ ଇତିହାସ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଭାରତୀୟଙ୍କ ମୁହଁରେ ହସ ଫୁଟାଇଛି ।”
 
HS
                
                
                
                
                
                (Release ID: 1827141)
                Visitor Counter : 162
                
                
                
                    
                
                
                    
                
                Read this release in: 
                
                        
                        
                            हिन्दी 
                    
                        ,
                    
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam