ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ୨୦୨୨ ମେ ୨୯ରେ ‘ମନ୍ କୀ ବାତ୍’ ନିମନ୍ତେ ବିଚାର ବିନିମୟ ପାଇଁ ସମସ୍ତ ଦେଶବାସୀଙ୍କୁ ଆହ୍ୱାନ କଲେ

प्रविष्टि तिथि: 13 MAY 2022 9:31AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମେ ୨୯ ତାରିଖରେମନ୍ କୀ ବାତ୍ନିମନ୍ତେ ବିଚାର ବିନିମୟ ଲାଗି ସମସ୍ତ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘‘ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଚଳିତ ମାସରମନ୍ କୀ ବାତ୍ନିମନ୍ତେ ଆପଣଙ୍କର ବିଚାର ବିନିମୟ ପାଇଁ ଆମନ୍ତ୍ରଣ କରୁଛି, ଯାହାର ପ୍ରସାରଣ ମେ ୨୯ ତାରିଖରେ ହେବ ମୁଁ ନମୋ ଆପ୍ ମାଇଁଗଭରେ ଆପଣମାନଙ୍କ ଟିପ୍ପଣୀଗୁଡ଼ିକର ପ୍ରତୀକ୍ଷା କରିବି ଆପଣମାନେ ୧୮୦୦-୧୧-୭୮୦୦ରେ ମଧ୍ୟ ନିଜର ବାର୍ତ୍ତା ରେକର୍ଡ କରାଇ ପାରିବେ ’’

SR


(रिलीज़ आईडी: 1824984) आगंतुक पटल : 180
इस विज्ञप्ति को इन भाषाओं में पढ़ें: Telugu , Kannada , Marathi , English , Urdu , हिन्दी , हिन्दी , Manipuri , Bengali , Assamese , Punjabi , Gujarati , Tamil , Malayalam