ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ସାହିତ୍ୟିକ ଡକ୍ଟର ରଜତ କୁମାର କରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 08 MAY 2022 10:01PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ସାହିତ୍ୟିକ ଡକ୍ଟର ରଜତ କୁମାର କରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଡକ୍ଟର ରଜତ କୁମାର କର ସାଂସ୍କୃତିକ ଜଗତର ଜଣେ ବିଦ୍ୱାନ ଥିଲେ ତାଙ୍କର ବହୁମୁଖୀ ପ୍ରତିଭାକୁ ସେ ରଥ ଯାତ୍ରାର ବିବରଣୀ ପ୍ରଦାନ ସମୟରେ ଦର୍ଶାଉଥିଲେ, ବିଭିନ୍ନ ପ୍ରସଙ୍ଗରେ ଲେଖୁଥିଲେ ଏବଂ ପାଲା କଳାକୁ ପୁନର୍ଜୀବିତ କରିବା ପାଇଁ କାର୍ଯ୍ୟ କରିଥିଲେ ତାଙ୍କ ଦେହାନ୍ତରେ ଅତ୍ୟନ୍ତ ଦୁଃଖିତ ପରିବାର ଏବଂ ପ୍ରଶଂସକମାନଙ୍କୁ ସମବେଦନା ଓମ୍ ଶାନ୍ତି

HS


(ରିଲିଜ ଆଡି: 1824069) ପରିଦର୍ଶକ କାଉଣ୍ଟର : 173