ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଭିନ୍ନ ସରକାରୀ ଯୋଜନା ସଂକ୍ରାନ୍ତରେ ଆଦିବାସୀ ହିତାଧିକାରୀଙ୍କ ସହ କଥାବାର୍ତ୍ତାର ଏକ ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ
Posted On:
21 APR 2022 11:52AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସରକାରୀ ଯୋଜନା ସଂକ୍ରାନ୍ତରେ ଆଦିବାସୀ ହିତାଧିକାରୀଙ୍କ ସହ ଆଲୋଚନାର ଏକ ଭିଡିଓ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ବିଭିନ୍ନ ସରକାରୀ ଯୋଜନା ସଂକ୍ରାନ୍ତରେ ଆଦିବାସୀ ହିତାଧିକାରୀଙ୍କ ସହ ଆଲୋଚନା କରିବା ପରେ ମୁଁ ଅତ୍ୟଧିକ ଆନନ୍ଦିତ । ଗତ କିଛି ବର୍ଷ ମଧ୍ୟରେ ସେମାନଙ୍କର ‘ଜୀବନର ସହଜତା\' ବୃଦ୍ଧି କରାଯାଇଛି ।
ଏହି ଭିଡିଓଟି ଦେଖନ୍ତୁ ।”
HS
(Release ID: 1818676)
Read this release in:
English
,
Urdu
,
Hindi
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam