ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାବୀର ଜୟନ୍ତୀ ଅବରସରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 14 APR 2022 9:37AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାବୀର ଜୟନ୍ତୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଶେଷକରି ଶାନ୍ତି, ଦୟା ଏବଂ ଭାଇଚାରା ଉପରେ ଗୁରୁତ୍ୱ ଦେଉଥିବା ଭଗବାନ୍ ମହାବୀରଙ୍କ ଉତ୍ତମ ଶିକ୍ଷାକୁ ଶ୍ରୀ ମୋଦୀ ସ୍ମରଣ କରିଛନ୍ତି ।

 ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

 “ମହାବୀର ଜୟନ୍ତୀର ଶୁଭ ଅବସରରେ ଶୁଭେଚ୍ଛା ।

 ଭଗବାନ୍ ମହାବୀରଙ୍କ ଅନନ୍ତ ଶିକ୍ଷା ଏବଂ ଜୀବେ ଦୟା ଉପରେ ଗୁରୁତ୍ୱ ଦିଆଯିବା ଏକ ନ୍ୟାୟପୂର୍ଣ୍ଣ ଏବଂ କରୁଣାମୟ ସମାଜ ଗଠନ କରିବାରେ ସାହାଯ୍ୟ କରିଥାଏ ।

 ଭଗବାନ୍ ମହାବୀରଙ୍କ ଆଶୀର୍ବାଦ ଆମ ସମାଜରେ ଶାନ୍ତି ଏବଂ ଭାଇଚାରାର ଆବେଗକୁ ଆଗକୁ ନେଉ ।”

HS



(Release ID: 1816800) Visitor Counter : 164