ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡାଟା ସୋନିଫିକେସନ୍ ମାଧ୍ୟମରେ ୟୁପିଆଇ ଏବଂ ଡିଜିଟାଲ୍ ପେମେଣ୍ଟର କାହାଣୀ ଜଣାଇବା ପାଇଁ ଆଇଆଇପିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 13 APR 2022 2:01PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡାଟା ସୋନିଫିକେସନ୍ ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ ଏବଂ ୟୁପିଆଇର ଅର୍ଥ କାରବାର ପାଇଁ ଇଣ୍ଡିଆ ଇନ୍ପିକ୍ସେଲ (ଆଇଆଇପି)କୁ ପ୍ରଶଂସା କରିଛନ୍ତି

ଇଣ୍ଡିଆ ଇନ୍ପିକ୍ସେଲର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ମୁଁ ୟୁପିଆଇ ଏବଂ ଡିଜିଟାଲ୍ ପେମେଣ୍ଟ ବିଷୟରେ ପ୍ରାୟତଃ କହିଥିଲି କିନ୍ତୁ ମୁଁ ପ୍ରକୃତରେ ପସନ୍ଦ କଲି ଯେ ଆପଣମାନେ କିଭଳି ଡାଟା ସୋନିଫିକେସନ୍ ମାଧ୍ୟମରେ କାରବାର ହୋଇଥିବା ଅର୍ଥକୁ ପ୍ରଭାବଶାଳୀ ଭାବରେ ପହଞ୍ଚାଇବା ପାଇଁ ବ୍ୟବହାର କରିଛନ୍ତି

 

ଅତ୍ୟନ୍ତ କୌତୁହଳପ୍ରଦ, ପ୍ରଭାବଶାଳୀ ଏବଂ ସ୍ପଷ୍ଟ ଭାବରେ ସୂଚନାପ୍ରଦାନକାରୀ!”

HS


(ରିଲିଜ ଆଡି: 1816483) ପରିଦର୍ଶକ କାଉଣ୍ଟର : 198