ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମାଧବପୁର ମେଳାକୁ ଭାରତର ସାଂସ୍କୃତିକ ବିବିଧତା ଏବଂ ସ୍ପନ୍ଦନର ଏକ ନିଆରା ଉତ୍ସବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
10 APR 2022 1:14PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ କି ବାତର ଏକ ଅଂଶ ସେୟାର କରିଛନ୍ତି ଯେଉଁଠାରେ ସେ ମାଧବପୁର ମେଳାକୁ ଭାରତର ସାଂସ୍କୃତିକ ବିବିଧତା ଏବଂ ସ୍ପନ୍ଦନର ଅନନ୍ୟ ଉତ୍ସବ ଭାବରେ ବର୍ଣ୍ଣନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ମାଧବପୁର ମେଳା ଆରମ୍ଭ ହେବା ମାତ୍ରେ ଭାରତର ସାଂସ୍କୃତିକ ବିବିଧତା ଏବଂ ସ୍ପନ୍ଦନର ଏହି ଅନନ୍ୟ ଉତ୍ସବ ବିଷୟରେ ମୁଁ ଗତ ମାସର ମନ କି ବାତ୍ ସମୟରେ ଯାହା କହିଥିଲି ତାହା ଉଲ୍ଲେଖ କରୁଛି ।
ପ୍ରଧାନମନ୍ତ୍ରୀ ମଧ୍ୟ ଗୁଜୁରାଟ ପର୍ଯ୍ୟଟନର ଏକ ଟୁଇଟ୍ ସେୟାର କରି ମେଳାର ବିଷୟବସ୍ତୁ ଏବଂ ଆନନ୍ଦଦାୟକ ଆବେଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ।
HS
(ରିଲିଜ ଆଡି: 1815586)
ପରିଦର୍ଶକ କାଉଣ୍ଟର : 197
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam