ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ସୁଇସ୍‍ ଓପନ୍ ୨୦୨୨ ଜିତିବା ପାଇଁ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପି ଭି ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 27 MAR 2022 7:53PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପି ଭି ସିନ୍ଧୁଙ୍କୁ ସୁଇସ୍‍ ଓପନ୍ ୨୦୨୨ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସୁଇସ୍‍ ଓପନ୍ ୨୦୨୨ ଜିତିବା ପାଇଁ ପି ଭି ସିନ୍ଧୁଙ୍କୁ ଅଭିନନ୍ଦନ । ତାଙ୍କର ଏହି ସଫଳତା ଭାରତର ଯୁବକମାନଙ୍କୁ ପ୍ରେରଣା ଯୋଗାଇବ । ଭବିଷ୍ୟତର ଉଦ୍ୟମ ପାଇଁ ତାଙ୍କୁ ଶୁଭେଚ୍ଛା ।”

HS



(Release ID: 1810318) Visitor Counter : 215