ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ଉତ୍ସବ ପାଳନ ଅବସରରେ ମନ୍ କି ବାତରୁ ମୁଖ୍ୟାଂଶ ପ୍ରଦାନ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 08 MAR 2022 1:48PM by PIB Bhubaneswar

ଆଜି ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ମନ କି ବାତ୍’କାର୍ଯ୍ୟକ୍ରମର ମୁଖ୍ୟାଂଶକୁ ପ୍ରଦାନ କରିଛନ୍ତି ଯେଉଁଥିରେ ମହିଳା ସଶକ୍ତିକରଣର ବିଭିନ୍ନ ଦିଗ ପ୍ରଦର୍ଶିତ କରାଯାଇଛି ଏବଂ ତୃଣମୂଳ ସ୍ତରରେ ପରିବର୍ତ୍ତନ ଆଣିଥିବା ପ୍ରେରଣାଦାୟୀ ମହିଳାମାନଙ୍କ ଜୀବନ ଯାତ୍ରା ଉପରେ ଆଲୋକପାତ କରାଯାଇଛି। 

ପ୍ରଧାନମନ୍ତ୍ରୀ ନିଜର ଟୁଇଟରେ କହିଛନ୍ତି :

# ମନ କି ବାତ୍ ର ବିଭିନ୍ନ ଏପିସୋଡ୍ ସମୟରେ, ଆମେ ମହିଳା ସଶକ୍ତିକରଣର ବିଭିନ୍ନ ଦିଗ ପ୍ରଦର୍ଶନ କରିଛୁ ଏବଂ ତୃଣମୂଳ ସ୍ତରରେ ପରିବର୍ତ୍ତନ ଆଣିଥିବା ପ୍ରେରଣାଦାୟୀ ମହିଳାମାନଙ୍କ ଜୀବନ ଯାତ୍ରା ଉପରେ ଆଲୋକପାତ ମଧ୍ୟ କରିଛୁ। 

ଏଠାରେ ଏକ ଭିଡିଓ ପ୍ରଦାନ କରାଯାଇଛି ଯେଉଁଥିରେ ‘ମନ୍ କି ବାତ୍’ କିପରି ଆମର ନାରୀ ଶକ୍ତିର ଉତ୍ସବ ପାଳନ କରୁଛି ତାହାକୁ ଦର୍ଶାଯାଇଛି। 

 

BS


(ରିଲିଜ ଆଡି: 1804004) ପରିଦର୍ଶକ କାଉଣ୍ଟର : 180