ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାତୀୟ ବିଜ୍ଞାନ ଦିବସରେ ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 FEB 2022 9:10AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ବିଜ୍ଞାନ ଦିବସ ଅବସରରେ ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସମସ୍ତ ବୈଜ୍ଞାନିକ ଏବଂ ବିଜ୍ଞାନ ପ୍ରେମୀମାନଙ୍କୁ ଜାତୀୟ ବିଜ୍ଞାନ ଦିବସର ଶୁଭେଚ୍ଛା । ଆସନ୍ତୁ ଆମର ସାମୂହିକ ଦାୟିତ୍ୱ ପୂରଣ କରିବା ଏବଂ ମାନବ ଜାତିର ପ୍ରଗତି ପାଇଁ ବିଜ୍ଞାନର ଶକ୍ତି ଉପଯୋଗ କରିବା ଲାଗି ଆମର ପ୍ରତିବଦ୍ଧତାକୁ ନିଶ୍ଚିତ କରିବା ।

ଗତକାଲି ମନ କି ବାତ୍‍ରେ ମଧ୍ୟ ମୁଁ ଏହା କହିଥିଲି ।”

HS


(ରିଲିଜ ଆଡି: 1801750) ପରିଦର୍ଶକ କାଉଣ୍ଟର : 265