ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ୨୦୨୩ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଅଧିବେଶନ ପାଇଁ ଭାରତକୁ ଆୟୋଜକ ଭାବରେ ମନୋନୀତ କରାଯାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି

Posted On: 19 FEB 2022 6:02PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଅଧିବେଶନ ପାଇଁ ଭାରତକୁ ଆୟୋଜକ ଭାବରେ ମନୋନୀତ କରାଯାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍‍ କରିଛି;

“ ଏହା ଖୁସିର ବିଷୟ ଯେ ୨୦୨୩ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଅଧିବେଶନ ଆୟୋଜନ କରିବା ପାଇଁ ଭାରତକୁ ମନୋନୀତ କରାଯାଇଛି । ମୋର ବିଶ୍ୱାସ ଯେ ଏହା ଏକ ସ୍ମରଣୀୟ ଆଇଓସି ଅଧିବେଶନ ହେବ ଏବଂ ବିଶ୍ୱ କ୍ରୀଡା ପାଇଁ ସକରାତ୍ମକ ଫଳାଫଳ ଆଣିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ

# ଏକାଠି ଦୃଢ ରହିବା ।”

HS



(Release ID: 1799678) Visitor Counter : 143