ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ୨୭ ଫେବୃଆରୀ, ୨୦୨୨ ରେ ମନ୍ କି ବାତ ପାଇଁ ନିଜ ନିଜର ମତ ଦେବାକୁ ନାଗରିକମାନଙ୍କୁ ଆମନ୍ତ୍ରଣ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 13 FEB 2022 3:10PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଫେବୃଆରୀ ୨୦୨୨ ରେ ମନ କି ବାତ ପାଇଁ ମତାମତ ଏବଂ ପରାମର୍ଶ ଦେବାକୁ ନାଗରିକମାନଙ୍କୁ ଆମନ୍ତ୍ରଣ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଏହି ମାସର ମନ୍‍ କି ବାତ୍‍ କାର୍ଯ୍ୟକ୍ରମ ୨୭ ତାରିଖରେରେ ଅନୁଷ୍ଠିତ ହେବ । ସବୁଥର ପରି, ମୁଁ ମଧ୍ୟ ଆପଣଙ୍କ ଠାରୁ ସମାନ ମତାମତ ପାଇବାକୁ ଆଗ୍ରହୀ ଅଟେ । MyGov, the NaMo App ରେ ଲେଖନ୍ତୁ କିମ୍ବା ୧୮୦୦-୧୧-୭୮୦୦ ନମ୍ବରକୁ ଫୋନ କରି ଆପଣଙ୍କର ବାର୍ତ୍ତା ରେକର୍ଡ କରନ୍ତୁ ।”

HS


(ରିଲିଜ ଆଡି: 1798135) ପରିଦର୍ଶକ କାଉଣ୍ଟର : 270