ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ଶିକ୍ଷାବିତ୍‍ ବାବା ଇକବାଲ ସିଂହ ଜୀଙ୍କର ବିୟୋଗରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 29 JAN 2022 8:49PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଶିକ୍ଷାବିତ୍ବାବା ଇକବାଲ ସିଂହ ଜୀଙ୍କର ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ବାବା ଇକବାଲ ସିଂହ ଜୀଙ୍କର ବିୟୋଗରେ ଅତ୍ୟନ୍ତ ଦୁଃଖିତ ଯୁବକମାନଙ୍କ ମଧ୍ୟରେ ଶିକ୍ଷା ପ୍ରସାର ପାଇଁ ସେ କରିଥିବା ଉଦ୍ୟମ ପାଇଁ ସ୍ମରଣୀୟ ହୋଇ ରହିବେ ସେ ସାମାଜିକ ସଶକ୍ତିକରଣକୁ ଆଗକୁ ବଢାଇବା ପାଇଁ ନିରନ୍ତର ପରିଶ୍ରମ କରିଥିଲେ ଏହି ଦୁଃଖଦ ସମୟରେ ମୋର ଚିନ୍ତାଧାରା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହିତ ରହିଛି ୱହେଗୁରୁ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ

HS


(ରିଲିଜ ଆଡି: 1793576) ପରିଦର୍ଶକ କାଉଣ୍ଟର : 216