ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଡିସେମ୍ବର ୨୬ତାରିଖ ୨୦୨୧ ରେ ମନ୍ କି ବାତ୍ ପାଇଁ ସେମାନଙ୍କର ମତାମତ ଦେବାକୁ ନାଗରିକମାନଙ୍କୁ ଆମନ୍ତ୍ରଣ କରିଛନ୍ତି
Posted On:
18 DEC 2021 10:14AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ଡିସେମ୍ବର ୨୦୨୧ ରବିବାର ଦିନ ହେବାକୁ ଥିବା ମନ କି ବାତ ପାଇଁ ମତାମତ ଦେବାକୁ ନାଗରିକମାନଙ୍କୁ ଆହ୍ୱାନ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମତେ ଚଳିତ ମାସ ୨୬ତାରିଖ ମନ କି ବାତ୍ ପାଇଁ ଅନେକ ମତାମତ ମିଳିଛି, ଯାହା ୨୦୨୧ ର ଶେଷ ପ୍ରସାରଣ ହେବ । ବିଭିନ୍ନ କ୍ଷେତ୍ରରୁ ଅନେକ ଲୋକଙ୍କ ଜୀବନ ଯାତ୍ରା ଏବଂ ତୃଣମୂଳ ସ୍ତରରେ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରୁଥିବା ଚିନ୍ତାଧାରା ଏଥିରେ ଅନ୍ତର୍ଭୂକ୍ତ । ତୁମର ଚିନ୍ତାଧାରା ବାଣ୍ଟିବା ଜାରି ରଖ ।”
HS
(Release ID: 1782985)
Visitor Counter : 190
Read this release in:
Tamil
,
Telugu
,
Malayalam
,
Kannada
,
Assamese
,
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati