ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ବିଶିଷ୍ଟ ସ୍ଥପତି ଶ୍ରୀ ବାଲକ୍ରିଷ୍ଣା ଦୋସିଙ୍କୁ ବ୍ରିଟେନର ରୟାଲ ଗୋଲ୍ଡ ମେଡାଲ ୨୦୨୨ ପୁରସ୍କାର ପାଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 10 DEC 2021 2:18PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ସ୍ଥପତି ଶ୍ରୀ ବାଲକ୍ରିଷ୍ଣା ଦୋସିଙ୍କ ସହ କଥା ହୋଇଛନ୍ତି ଏବଂ ତାଙ୍କୁ ୨୦୨୨ ରୟାଲ ଗୋଲ୍ଡ ମେଡାଲ ପୁରସ୍କାର ପାଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ବିଶିଷ୍ଟ ସ୍ଥପତି ଶ୍ରୀ ବାଲକ୍ରିଷ୍ଣା ଦୋସି ଜୀଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ ରୟାଲ ଗୋଲ୍ଡ ମେଡାଲ ୨୦୨୨ ପୁରସ୍କାର ପାଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ସ୍ଥାପତ୍ୟ ଜଗତକୁ ତାଙ୍କର ଅବଦାନ ସ୍ମରଣୀୟ ଅଟେ ତାଙ୍କର ସୃଜନଶୀଳତା, ସ୍ୱତନ୍ତ୍ରତା ଏବଂ ବିବିଧତା ପାଇଁ ତାଙ୍କର କାର୍ଯ୍ୟ ବିଶ୍ୱ ସ୍ତରରେ ପ୍ରଶଂସିତ ହୋଇଛି

HS


(ରିଲିଜ ଆଡି: 1780092) ପରିଦର୍ଶକ କାଉଣ୍ଟର : 164