ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ବିଏସ୍‌ଏଫ୍ କର୍ମଚାରୀଙ୍କୁ ସେମାନଙ୍କ ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 01 DEC 2021 10:13AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଏସଏଫର ପ୍ରତିଷ୍ଠା ଦିବସ ଅବସରରେ ବିଏସଏଫ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ସେମାନଙ୍କ ପ୍ରତିଷ୍ଠା ଦିବସରେ ବିଏସ୍ଏଫ୍ପରିବାରକୁ ଅଭିନନ୍ଦନ ବିଏସ୍ଏଫ୍ଏହାର ସାହସ ଏବଂ ବୃତ୍ତିଗତ କାର୍ଯ୍ୟ ପାଇଁ ସମ୍ମାନର ପାତ୍ର ସଙ୍କଟ ଏବଂ ବିପର୍ଯ୍ୟୟ ସମୟରେ ଭାରତକୁ ସୁରକ୍ଷିତ ରଖିବାରେ ତଥା ମାନବିକତା କାର୍ଯ୍ୟରେ ଏହି ଶକ୍ତି ସମ୍ମୁଖ ଭାଗରେ ରହି ପ୍ରମୁଖ ଭୂମିକା ଗ୍ରହଣ କରିଛି

HS


(ରିଲିଜ ଆଡି: 1776965) ପରିଦର୍ଶକ କାଉଣ୍ଟର : 227