ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲଚିତ ଦିବସ ଅବସରରେ ଲଚିତ ବୋରଫୁକନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ପୋଷ୍ଟ କରାଯିବା ଦିନାଙ୍କ:
24 NOV 2021 1:46PM by PIB Bhubaneswar
ଲଚିତ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲଚିତ ବୋରଫୁକନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ମାଧ୍ୟମରେ କହିଛନ୍ତି;
“ଲଚିତ ଦିବସ ଅବସରରେ ବୀର ଲଚିତ ବୋରଫୁକନଙ୍କୁ ଶ୍ରଦ୍ଧାଞ୍ଜଳି । ବୀରତ୍ୱ, ସାହସ ତଥା ମହାନ ଅହମୀୟା ସଂସ୍କୃତିର ରକ୍ଷକ ଭାବେ ସେ ସ୍ମରଣୀୟ । ସମସ୍ତଙ୍କ ପାଇଁ ସମତା, ନ୍ୟାୟ ଓ ଗରିମା ଭଳି ଆଦର୍ଶ ପାଇଁ ସେ ପ୍ରତିବଦ୍ଧ ଥିଲେ ।”
SR
(ରିଲିଜ ଆଡି: 1774838)
ପରିଦର୍ଶକ କାଉଣ୍ଟର : 144
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam