ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ପୋଲାଣ୍ଡରେ ଅନୁଷ୍ଠିତ ଆଇଏସଏସଏଫ ରାଷ୍ଟ୍ରପତି କପରେ ପଦକ ଜିତିବା ପାଇଁ ମନୁ ଭାଷ୍କର, ରାହୀ ସରନୋବତ, ସୌରଭ ଚୌଧୁରୀ ଏବଂ ଅଭିଷେକ ବର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 10 NOV 2021 2:42PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୋଲାଣ୍ଡରେ ଅନୁଷ୍ଠିତ ଆଇଏସଏସ୍ଏଫ ରାଷ୍ଟ୍ରପତି କପରେ ପଦକ ଜିତିବା ପାଇଁ ମନୁ ଭାଷ୍କର, ରାହୀ ସରୋନବତ, ସୌରଭ ଚୌଧୁରୀ ଏବଂ ଅଭିଷେକ ବର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ପୋଲାଣ୍ଡରେ ଆୟୋଜିତ ବନ୍ଧୁକଚାଳନା ରାଷ୍ଟ୍ରପତି କପରେ ପଦକ ଜିତିବା ପାଇଁ ମନୁ ଭାଷ୍କର, ରାହୀ ସରୋନବତସୌରଭ ଚୌଧୁରୀ ଏବଂ ଅଭିଷେକ ବର୍ମାଙ୍କୁ ଅଭିନନ୍ଦନ ଭାରତର ଲୋକମାନେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଗର୍ବିତ ଏହି କ୍ରୀଡାବିତ୍ମାନଙ୍କୁ ସେମାନଙ୍କର ଭବିଷ୍ୟତ ଉଦ୍ୟମ ପାଇଁ ଶୁଭେଚ୍ଛା

HS


(ରିଲିଜ ଆଡି: 1770501) ପରିଦର୍ଶକ କାଉଣ୍ଟର : 241