ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ଜନ୍ମଦିନ ଅବସରରେ ଲାଲକୃଷ୍ଣ ଆଡଭାନୀ ଜୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଜ୍ଞାପନ

Posted On: 08 NOV 2021 10:21PM by PIB Bhubaneshwar

ଜନ୍ମଦିନ ଅବସରରେ ଲାଲକୃଷ୍ଣ ଆଡଭାନୀ ଜୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସମ୍ମାନନୀୟ ଆଡଭାନୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ତାଙ୍କ ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି । ଜନ ସଶକ୍ତିକରଣ ଓ ଆମ ସାଂସ୍କୃତିକ ଗୌରବକୁ ସମୃଦ୍ଧ କରିବାରେ ଅସଂଖ୍ୟ ପ୍ରଚେଷ୍ଟା ପାଇଁ ଦେଶ ତାଙ୍କ ନିକଟରେ ଋଣୀ । ପାଣ୍ଡିତ୍ୟ ଓ ବୌଦ୍ଧିକତା ପାଇଁ ମଧ୍ୟ ସେ ବହୁ ସମ୍ମାନର ଅଧିକାରୀ ।”  

 

SR



(Release ID: 1770279) Visitor Counter : 139