ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଆଇଟିବିପି କର୍ମଚାରୀଙ୍କୁ ସେମାନଙ୍କ ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଜଣାଇଛନ୍ତି

प्रविष्टि तिथि: 24 OCT 2021 10:03AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଆଇଟିବିପି କର୍ମୀଙ୍କୁ ସେମାନଙ୍କର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଅରୁଣାଚଳ ପ୍ରଦେଶର ଘଞ୍ଚ ଜଙ୍ଗଲ ଠାରୁ ଆରମ୍ଭ କରି ବରଫାବୃତ୍ତ ହିମାଳୟର ଶିଖର ପର୍ଯ୍ୟନ୍ତ ଆମର ଆଇଟିବିପି ହିମବୀରମାନେ ଦେଶର ଆହ୍ୱାନକୁ ଅତି ଉତ୍ସର୍ଗୀକୃତ ଭାବରେ ନିଭାଇଛନ୍ତି ବିପର୍ଯ୍ୟୟ ସମୟରେ ସେମାନଙ୍କର ମାନବିକ କାର୍ଯ୍ୟ ଉଲ୍ଲେଖନୀୟ ସମସ୍ତ ଆଇଟିବିପି କର୍ମକର୍ତ୍ତାଙ୍କୁ ସେମାନଙ୍କର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା

HS


(रिलीज़ आईडी: 1766117) आगंतुक पटल : 213
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam