ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶର ଗୌରବାବହ ସଂସ୍କୃତିକୁ ଉତ୍ସାହିତ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 30 SEP 2021 3:04PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ କିରେନ ରିଜିଜୁଙ୍କ ସାଜୋଲାଙ୍ଗ ଲୋକଙ୍କର କାଜାଲାଙ୍ଗ ଗ୍ରାମ ଗସ୍ତ ବିଷୟରେ ଏକ ଟୁଇଟ୍କୁ ଟ୍ୟାଗ୍କରି ଅରୁଣାଚଳ ପ୍ରଦେଶର ପ୍ରତ୍ୟେକ ସମ୍ପ୍ରଦାୟର ମୂଳ ଗୀତ ଏବଂ ନୃତ୍ୟକୁ ଦର୍ଶାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି

ଆମର ଆଇନ ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଜଣେ ଭଲ ନୃତ୍ୟଶିଳ୍ପୀ!

ଅରୁଣାଚଳ ପ୍ରଦେଶର ଉଜ୍ଜ୍ୱଳ ତଥା ଗୌରବମୟ ସଂସ୍କୃତି ଦେଖି ଭଲ ଲାଗିଲା

HS


(ରିଲିଜ ଆଡି: 1759808) ପରିଦର୍ଶକ କାଉଣ୍ଟର : 242