ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଟିମ୍ ଆସାମକୁ ଏକ ଶିଙ୍ଗ ଥିବା ଗଣ୍ଡାଙ୍କ କଲ୍ୟାଣ ଲାଗି ଉଦ୍ୟମ ସକାଶେ ପ୍ରଶଂସା କରିଛନ୍ତି

Posted On: 23 SEP 2021 4:22PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟିମ୍ ଆସାମକୁ ଏକ ଶିଙ୍ଗିଆ ଗଣ୍ଡାର କଲ୍ୟାଣ ପାଇଁ ଉଦ୍ୟମ ସକାଶେ ପ୍ରଶଂସା କରିଛନ୍ତି ସେ ଏହା ମଧ୍ୟ କହିଛନ୍ତି ଯେ ଗୋଟିଏ ଶିଙ୍ଗ ଥିବା ଗଣ୍ଡା ହେଉଛି ଭାରତର ଗର୍ବ ଏବଂ ଏହାର କଲ୍ୟାଣ ପାଇଁ ସମସ୍ତ ପଦକ୍ଷେପ ନିଆଯିବ

ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଟିମ୍ ଆସାମର ଉଦ୍ୟମ ପ୍ରଶଂସନୀୟ ଏକ ଶିଙ୍ଗ ଗଣ୍ଡା ହେଉଛି ଭାରତର ଗର୍ବ ଏବଂ ଏହାର ଉନ୍ନତି ପାଇଁ ସମସ୍ତ ପଦକ୍ଷେପ ନିଆଯିବ

HS



(Release ID: 1757301) Visitor Counter : 169