ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୋଆରେ ପ୍ରଥମ ଡୋଜ ଟିକାର ଶତପ୍ରତିଶତ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
प्रविष्टि तिथि:
10 SEP 2021 8:48PM by PIB Bhubaneswar
ଗୋଆର ଶତପ୍ରତିଶତ ଯୋଗ୍ୟ ହିତାଧିକାରୀଙ୍କୁ କୋଭିଡ-୧୯ ପ୍ରଥମ ଡୋଜ ଟିକା ପ୍ରଦାନ କରା ଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ଏ ସମ୍ପର୍କରେ ଗୋଆ ମୁଖ୍ୟମନ୍ତ୍ରୀ ଡଃ ପ୍ରମୋଦ ସାଓ୍ୱନ୍ତଙ୍କ ଏକ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି “ବଢିଆ ପ୍ରଦର୍ଶନ ଗୋଆ! ଡାକ୍ତର ତଥା ଉଦ୍ଭାବକମାନଙ୍କ ସାମୂହିକ ଉଦ୍ୟମ ତଥା ଦକ୍ଷତା ଯୋଗୁଁ ଏହି ଉଲ୍ଲେଖନୀୟ ପ୍ରଚେଷ୍ଟା ହୋଇପାରିଛି ।”
SR
(रिलीज़ आईडी: 1754025)
आगंतुक पटल : 198
इस विज्ञप्ति को इन भाषाओं में पढ़ें:
Assamese
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam