ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପାରାଲିମ୍ପିକ୍ସ ଖେଳରେ ସ୍ୱର୍ଣ୍ଣ ପଦକ ବିଜେତା ଶୁଟର ମନୀଷ ନରଓ୍ୱଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 04 SEP 2021 10:01AM by PIB Bhubaneshwar

ପାରାଲିମ୍ପିକ୍ସ ଗେମ୍ସ, ଟୋକିଓରେ ସ୍ୱର୍ଣ୍ଣ ପଦକ ବିଜେତା ଶୁଟର ମନୀଷ ନରଓ୍ୱଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।  

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

#ପାରାଲିମ୍ପିକ୍ସରେ ଗୌରବ ଯାତ୍ରା ଅବ୍ୟାହତ ରହିଛି । ଯୁବ ତଥା ବିଶାଳ ପ୍ରତିଭାର ଅଧିକାରୀ ମନୀଷ ନରଓ୍ୱଲଙ୍କ ଉଲ୍ଲେଖନୀୟ ଉପଲବ୍ଧି । ତାଙ୍କ ସ୍ୱର୍ଣ୍ଣ ପଦକ ଜିତିବା ଭାରତୀୟ କ୍ରୀଡା ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷଣ । ତାଙ୍କୁ ଅଭିନନ୍ଦନ । ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରୁଛି ।#ପ୍ରେଜ4ପାରା ।

 

SR



(Release ID: 1751984) Visitor Counter : 213