ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପାରାଲିମ୍ପିକ୍ସ କ୍ରୀଡ଼ାରେ କାଂସ୍ୟ ପଦକ ବିଜୟ ପାଇଁ ସୁଟର ଅବନୀ ଲେଖାରାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 03 SEP 2021 12:04PM by PIB Bhubaneshwar

ଟୋକିଓ ପାରାଲିମ୍ପିକ୍ସ କ୍ରୀଡ଼ାରେ କାଂସ୍ୟ ପଦକ ବିଜୟ ନିମନ୍ତେ ସୁଟର୍ ଅବନୀ ଲେଖାରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଟୋକିଓ ପାରାଲିମ୍ପିକ୍ସରେ ଆଉ ଏକ ଗୌରବର ମୁହୂର୍ତ୍ତ । ଅବନୀ ଲେଖାରାଙ୍କ ଜବରଦସ୍ତ ପ୍ରଦର୍ଶନକୁ ନେଇ ଅତ୍ୟନ୍ତ ଆନନ୍ଦିତ । ଦେଶ ପାଇଁ କାଂସ୍ୟ ପଦକ ଜିତିଥିବାରୁ ଶୁଭେଚ୍ଛା । ତାଙ୍କର ଭବିଷ୍ୟତର ଉଦ୍ୟମ ପାଇଁ ଅନେକ ଶୁଭକାମନା ।

 

SR


(रिलीज़ आईडी: 1751695) आगंतुक पटल : 235
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam