ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଜିର ରେକର୍ଡ ସଂଖ୍ୟକ ଟିକାକରଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
27 AUG 2021 10:41PM by PIB Bhubaneshwar
ଆଜିର ରେକର୍ଡ ସଂଖ୍ୟକ ଟିକାକରଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ଓ କହିଛନ୍ତି ୧ କୋଟି ଟିକାକରଣ ରେକର୍ଡ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ଆଜି ରେକର୍ଡ ସଂଖ୍ୟକ ଟିକାକରଣ ହୋଇଛି!
୧ କୋଟି ଅତିକ୍ରମ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ଟିକା ନେଇଥିବା ଓ ଟିକାକରଣ ଅଭିଯାନକୁ ସଫଳତା କରାଇଥିବା ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ।”
SR
(ରିଲିଜ ଆଡି: 1749953)
ପରିଦର୍ଶକ କାଉଣ୍ଟର : 212
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam