ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କୁ ନିଜ ପୁସ୍ତକ “ଆକ୍ସିଲରେଟିଂ ଇଣ୍ଡିଆ: ୭ ଇୟର୍ସ ଅଫ ମୋଦି ଗଭର୍ଣ୍ଣମେଣ୍ଟ” ପ୍ରଦାନ କଲେ କେଜେ ଆଲଫୋନ୍ସ

Posted On: 26 AUG 2021 1:24PM by PIB Bhubaneshwar

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ କେଜେ ଆଲଫୋନ୍ସ ନିଜ ପୁସ୍ତକ ଆକ୍ସିଲରେଟିଂ ଇଣ୍ଡିଆ: ୭ ଇୟର୍ସ ଅଫ ମୋଦି ଗଭର୍ଣ୍ଣମେଣ୍ଟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରିଛନ୍ତି । ନିଜ ପୁସ୍ତକ ଆକ୍ସିଲରେଟିଂ ଇଣ୍ଡିଆରେ ଭାରତର ସୁଧାର ଯାତ୍ରାର ବିଭିନ୍ନ ଦିଗକୁ ଏକାଠି କରିବାକୁ ସେ ଉଲ୍ଲେଖନୀୟ ଉଦ୍ୟମ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।   

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମୋର ଶ୍ରଦ୍ଧେୟ ସହଯୋଗୀ, ଶ୍ରୀ@ଆଲଫୋନ୍ସଟୁରିଜିମ୍ ନିଜ ପୁସ୍ତକ ଆକ୍ସିଲରେଟିଂ ଇଣ୍ଡିଆରେ ଭାରତର ସୁଧାର ଯାତ୍ରାର ବିଭିନ୍ନ ଦିଗକୁ ଏକାଠି କରିବାକୁ ଉଲ୍ଲେଖନୀୟ ଉଦ୍ୟମ କରିଛନ୍ତି । ପୁସ୍ତକଟିର ଏକ ନକଲ ପାଇ ବେଶ ଖୁସି ।

SR

 



(Release ID: 1749285) Visitor Counter : 196