ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ପାର୍ସି ନବବର୍ଷ, ନଭରୋଜ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 16 AUG 2021 9:34AM by PIB Bhubaneshwar

ପାର୍ସି ନବବର୍ଷ, ନଭରୋଜ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି,

“ପାର୍ସି ନବବର୍ଷର ଶୁଭେଚ୍ଛା । ବର୍ଷଟି ଖୁସି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ପରିପୂର୍ଣ୍ଣ ହେଉ ବୋଲି କାମନା କରୁଛି । ବିଭିନ୍ନ କ୍ଷେତ୍ରରେ ପାର୍ସି ସମ୍ପ୍ରଦାୟର ଉଲ୍ଲେଖନୀୟ ଅବଦାନକୁ ଭାରତ ମନେ ରଖିବ ।

ନଭରୋଜ ମୁବାରକ!” 

SR



(Release ID: 1746325) Visitor Counter : 161