ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମାଇଗଭ୍‌ର 7 ବର୍ଷ ପୂର୍ତ୍ତି ଅବସରରେ ଏହାର ସ୍ବେଚ୍ଛାସେବୀ ଏବଂ ଯୋଗଦାନକାରୀମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 26 JUL 2021 6:30PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଇଗଭ (ମୋ ସରକାର)ର ସେ ସମସ୍ତ ସ୍ଵେଚ୍ଛାସେବୀ ଏବଂ ଯୋଗଦାନକାରୀମାନଙ୍କୁ ପ୍ରଶଂସା କରିଛନ୍ତି ଯେଉଁମାନେ ନିଜର ଯୋଗଦାନ ମାଧ୍ୟମରେ ଏହି ମଞ୍ଚକୁ ସମୃଦ୍ଧ କରିଛନ୍ତି।

ମାଇଗଭ୍‌ ଇଣ୍ଡିଆର ଏକ ଟ୍ବିଟ୍‌ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ମାଇଗଭ୍‌ ଶାସନରେ ଭାଗୀଦାରୀ ଏବଂ ଆମ ଯୁବଶକ୍ତିଙ୍କ ସ୍ବର ହେବାର ସବୁଠୁ ଉତ୍କୃଷ୍ଟ ଉଦାହରଣ ଭାବେ ଉଭା ହୋଇଛି ।”

ଆଜି ଯେତେବେଳେ ଆମେ ମାଇଗଭର 7 ବର୍ଷ ପୂର୍ତ୍ତି ପାଳନ କରୁଛୁ, ଏହି ସମୟରେ ମୁଁ ସେ ସମସ୍ତ ସ୍ଵେଚ୍ଛାସେବୀ ଏବଂ ଯୋଗଦାନକାରୀମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ନିଜର ଯୋଗଦାନ ବଳରେ ଏହି ମଞ୍ଚକୁ ସମୃଦ୍ଧ କରିଛନ୍ତି।”

 

*******

P.S


(ରିଲିଜ ଆଡି: 1739228) ପରିଦର୍ଶକ କାଉଣ୍ଟର : 272