ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କାକତୀୟ ରାମାପ୍ପା ମନ୍ଦିର ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ ଘୋଷିତ ହେବାରେ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
25 JUL 2021 6:24PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାକତୀୟ ରାମାପ୍ପା ମନ୍ଦିର ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ ଘୋଷିତ ହେବା ଯୋଗୁଁ ଖୁସି ବ୍ୟକ୍ତ କରିଛନ୍ତି । ଏହି ଭବ୍ୟ ମନ୍ଦିର ଭ୍ରମଣ କରି ଏହାର ବିଶାଳତାର ପ୍ରତ୍ୟକ୍ଷ ଅନୁଭବ ହାସଲ ପାଇଁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।
ୟୁନେସ୍କୋ ଟ୍ୱିଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଖୁବ ବଢିଆ! ସମସ୍ତଙ୍କୁ ବିଶେଷ କରି ତେଲେଙ୍ଗାନାବାସୀଙ୍କୁ ଶୁଭେଚ୍ଛା ଜଣାଉଛି । ପ୍ରସିଦ୍ଧ ରାମାପ୍ପା ମନ୍ଦିରରେ ମହାନ କାକତୀୟ ବଂଶର ଉତ୍କୃଷ୍ଟ କଳାକୌଶଳ ପ୍ରଦର୍ଶିତ ହୋଇଛି । ଏହି ଭବ୍ୟ ମନ୍ଦିର ଭ୍ରମଣ କରି ଏହାର ବିଶାଳତାର ପ୍ରତ୍ୟକ୍ଷ ଅନୁଭବ ହାସଲ ପାଇଁ ମୁଁ ଆପଣମାନଙ୍କୁ ନିବେଦନ କରୁଛି ।”
SR
(रिलीज़ आईडी: 1738905)
आगंतुक पटल : 318
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam