ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କଛ ନବବର୍ଷ ଆଷାଢୀ ବିଜ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 JUL 2021 10:21AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଛ ନବବର୍ଷ ଆଷାଢୀ ବିଜର ପବିତ୍ର ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି, କଛ ନବବର୍ଷ ଆଷାଢୀ ବିଜ କଛର ଭାଇ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି

ଭାରତ ବିଦେଶରେ ରହି କଛର ପାରମ୍ପରିକ କଳା ସଂସ୍କୃତିକୁ ସାଇତି ରଖିଥିବା ଦୃଢ ମଜବୁତ କଛ ଭାଇ ଭଉଣୀମାନଙ୍କୁ ରାମ ରାମ ଜଣାଉଛି  

 

***************

SR


(ରିଲିଜ ଆଡି: 1734917) ପରିଦର୍ଶକ କାଉଣ୍ଟର : 248