ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶିବଗିରୀ ମଠର ପୂର୍ବତନ ମୁଖ୍ୟ ସ୍ଵାମୀ ପ୍ରକାଶନନ୍ଦ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 07 JUL 2021 3:38PM by PIB Bhubaneshwar

ଶିବଗିରୀ ମଠର ପୂର୍ବତନ ମୁଖ୍ୟ ସ୍ଵାମୀ ପ୍ରକାଶନନ୍ଦ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । 

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସ୍ଵାମୀ ପ୍ରକାଶନନ୍ଦ ଜୀ ଜ୍ଞାନ ଏବଂ ଆଧ୍ୟାତ୍ମିକତାର ଏକ ଆଲୋକ ଥିଲେ । ତାଙ୍କର ନିଃସ୍ଵାର୍ଥପର ସେବା ଦ୍ଵାରା ଗରିବରୁ ଅତି ଗରିବ ଲୋକ ସଶକ୍ତ ହେଉଥିଲେ । ଶ୍ରୀ ନାରାୟଣ ଗୁରୁଙ୍କ ଆଦର୍ଶ ଚିନ୍ତାଧାରାକୁ ଲୋକପ୍ରିୟ କରିବା ଦିଗରେ ସେ ନେତୃତ୍ଵ ନେଇଥିଲେ । ତାଙ୍କ ବିୟୋଗରେ ମୁଁ ମର୍ମାହତ । ଓମ୍ ଶାନ୍ତି” । 

 

**********

TRP/



(Release ID: 1733472) Visitor Counter : 140