ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଫଗାନିସ୍ତାନ ରାଷ୍ଟ୍ରଦୂତଙ୍କ ଜଣେ ଭାରତୀୟ ଡାକ୍ତରଙ୍କ ସହ ଅଭିଜ୍ଞତା ନେଇ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍
ଆପଣଙ୍କ ଅଭିଜ୍ଞତା ଭାରତ,ଆଫଗାନିସ୍ତାନ ସୁଦୃଢ଼ ସମ୍ପର୍କର ନିଦର୍ଶନ
Posted On:
01 JUL 2021 5:06PM by PIB Bhubaneshwar
ଭାରତରେ ଥିବା ଆଫଗାନିସ୍ତାନ ରାଷ୍ଟ୍ରଦୂତ ଫରିଦ ମାମୁନଜାଇଙ୍କ ଏକ ଟ୍ୱିଟ୍କୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍ତବ୍ୟ ଦେଇଛନ୍ତି । ରାଷ୍ଟ୍ରଦୂତ କରିଥିବା ଟ୍ୱିଟ୍ରେ ତାଙ୍କର ଜଣେ ଭାରତୀୟ ଡାକ୍ତର ପାଖକୁ ଯିବା ନେଇ ଚମକପ୍ରଦ କଥା ଲେଖିଛନ୍ତି । ସେ ଲେଖିଛନ୍ତି ଯେ ସେ ଭାରତରେ ଆଫାଗାନ୍ ରାଷ୍ଟ୍ରଦୂତ ବୋଲି ଜାଣିବା ପରେ ଡାକ୍ତର ଅନ୍ୟ ଜଣେ ଭାଇ ପାଖକୁ ଫିସ ନେବେ ନାହିଁ ବୋଲି କହିଥିଲେ । ଟ୍ୱିଟ୍ ହିନ୍ଦୀରେ ହୋଇଥିଲା, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାକୁ ନେଇ ଆଫଗାନ ରାଷ୍ଟ୍ରଦୂତ କରିଥିବା ସେୟାର ଭାରତ-ଆଫଗାନିସ୍ତାନ ସୁରଭିତ ସମ୍ପର୍କର ନିଦର୍ଶନ ।
ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କୁ ରାଜସ୍ଥାନର ହରିପୁରା ପରିଦର୍ଶନ କରିବାକୁ ନିବେଦନ କରିଛନ୍ତି ଯେଉଁଠାକୁ ସେ ନିମନ୍ତ୍ରିତ ହୋଇଥିଲେ । ଶ୍ରୀ ମୋଦୀ ତାଙ୍କୁ ସ୍ୱଇତିହାସରେ ସମୃଦ୍ଧ ଗୁଜରାଟର ହରିପୁରା ମଧ୍ୟ ପରିଦର୍ଶନ ପାଇଁ ଅନୁରୋଧ କରିଛନ୍ତି ।
ଆଜି ଜାତୀୟ ଚିକିତ୍ସକ ଦିବସ ।
****
SM / SLP
(Release ID: 1732055)
Visitor Counter : 174
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam