ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜିଏସ୍ଟି ସମ୍ପୂର୍ଣ୍ଣ କଲା ଚାରିବର୍ଷ: ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ଦେଶର ଆର୍ଥିକ ଦୃଶ୍ୟପଟରେ ଜିଏସଟି ଏକ ମାଇଲଖୁଣ୍ଟ: ପ୍ରଧାନମନ୍ତ୍ରୀ
Posted On:
30 JUN 2021 2:38PM by PIB Bhubaneshwar
ଦେଶରେ ବସ୍ତୁ ଓ ସେବା କର (ଜିଏସ୍ଟି) ପ୍ରବର୍ତ୍ତନ ହେବାର ଚାରିବର୍ଷ ସମ୍ପୂର୍ଣ୍ଣ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାର ପ୍ରଶଂସା କରିବା ସହ ଦେଶର ଆର୍ଥିକ ଦୃଶ୍ୟପଟରେ ଏହାକୁ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି ।
ଏକ ଟ୍ୱିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଦେଶର ଆର୍ଥିକ ଦୃଶ୍ୟପଟରେ ଜିଏସ୍ଟି ଏକ ମାଇଲଖୁଣ୍ଟ । ଏହା ବିଭିନ୍ନ ଟିକସ ହ୍ରାସ କରିବା ସହ, ଅନୁଷ୍ଠାନିକ କାଗଜପତ୍ର ଓ ମୋଟ ଟିକସ ବୋଝରୁ ଜନସାଧାରଣଙ୍କୁ ରକ୍ଷା କରିବ । ଏହା ସ୍ୱଚ୍ଛତା ଓ ମୋଟ ଟିକସ ଆଦାୟ ବୃଦ୍ଧି କରିବାରେ ସମର୍ଥ ହୋଇଛି ।
****
SM/SLP
(Release ID: 1731705)
Visitor Counter : 261
Read this release in:
Kannada
,
English
,
Urdu
,
Marathi
,
Hindi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam