ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜିଏସ୍‌ଟି ସମ୍ପୂର୍ଣ୍ଣ କଲା ଚାରିବର୍ଷ: ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଦେଶର ଆର୍ଥିକ ଦୃଶ୍ୟପଟରେ ଜିଏସଟି ଏକ ମାଇଲଖୁଣ୍ଟ: ପ୍ରଧାନମନ୍ତ୍ରୀ

Posted On: 30 JUN 2021 2:38PM by PIB Bhubaneshwar

 ଦେଶରେ ବସ୍ତୁ ଓ ସେବା କର (ଜିଏସ୍‌ଟି) ପ୍ରବର୍ତ୍ତନ ହେବାର ଚାରିବର୍ଷ ସମ୍ପୂର୍ଣ୍ଣ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାର ପ୍ରଶଂସା କରିବା ସହ ଦେଶର ଆର୍ଥିକ ଦୃଶ୍ୟପଟରେ ଏହାକୁ ଏକ ମାଇଲଖୁଣ୍ଟ ବୋଲି  କହିଛନ୍ତି ।

ଏକ ଟ୍ୱିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଦେଶର ଆର୍ଥିକ ଦୃଶ୍ୟପଟରେ  ଜିଏସ୍‌ଟି ଏକ ମାଇଲଖୁଣ୍ଟ । ଏହା ବିଭିନ୍ନ ଟିକସ ହ୍ରାସ କରିବା ସହ, ଅନୁଷ୍ଠାନିକ କାଗଜପତ୍ର ଓ ମୋଟ ଟିକସ ବୋଝରୁ ଜନସାଧାରଣଙ୍କୁ ରକ୍ଷା କରିବ । ଏହା ସ୍ୱଚ୍ଛତା ଓ ମୋଟ ଟିକସ ଆଦାୟ ବୃଦ୍ଧି କରିବାରେ ସମର୍ଥ ହୋଇଛି ।

 

****

 

SM/SLP



(Release ID: 1731705) Visitor Counter : 238