ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାତୀୟ ଡାକ୍ତର ଦିବସ ଅବସରରେ ଆସନ୍ତାକାଲି ଡାକ୍ତରମାନଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 30 JUN 2021 3:18PM by PIB Bhubaneshwar

ଆସନ୍ତାକାଲି, ଜୁଲାଇ 1, 2021 ଅପରାହ୍ନ 3 ଟା ସମୟରେ ଜାତୀୟ ଡାକ୍ତର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡାକ୍ତରମାନଙ୍କୁ ସମ୍ବୋଧିତ କରିବେ ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “କୋଭିଡ-19 ଲଢେଇରେ ସମସ୍ତ ଡାକ୍ତରଙ୍କ ଉଦ୍ୟମ ପାଇଁ ଭାରତ ଗର୍ବିତ । 1 ଜୁଲାଇକୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଉଛି । ଆସନ୍ତାକାଲି ଅପରାହ୍ନ 3 ଟା ସମୟରେ @IMAIndiaOrg ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡାକ୍ତର ଗୋଷ୍ଠୀଙ୍କୁ ସମ୍ବୋଧିତ କରିବି” ।

 

**********

TRP/


(रिलीज़ आईडी: 1731698) आगंतुक पटल : 307
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam