ପୋଷ୍ଟ କରାଯିବା ଦିନାଙ୍କ:
13 APR 2021 9:11AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚେତୀ ଚାନ୍ଦ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି-
ବିଶେଷ କରି ସିନ୍ଧି ସମ୍ପ୍ରଦାୟ ଲୋକଙ୍କୁ ଚେତୀ ଚାନ୍ଦର ଶୁଭେଚ୍ଛା, । ଭଗବାନ ଝୁଲେଲାଲଙ୍କ ସ୍ଵତନ୍ତ୍ର ଆଶୀର୍ବାଦ ସବୁବେଳେ ଆମପ୍ରତି ରହିଥାଉ । ଆଗାମୀ ବର୍ଷ ସମସ୍ତଙ୍କ ଆଶା ପୂର୍ଣ୍ଣ ହେଉ ବୋଲି ମୁଁ ପ୍ରାର୍ଥନା କରୁଛି” ।
**********
TRP/