ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦାଦାସାହେବ ଫାଲକେ ପୁରସ୍କାର ପାଇଁ ରଜନୀକାନ୍ତଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 APR 2021 11:17AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିବା  ଶ୍ରୀ ରଜନୀକାନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏକ ଟ୍ଵିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ବିଭିନ୍ନ ପିଢ଼ିରେ ସମାନ ଭାବେ ଲୋକପ୍ରିୟ, ଏପରି ଜଣେ ବ୍ୟକ୍ତିତ୍ଵ, ଯାହାଙ୍କ ତୁଳନୀୟ କାର୍ଯ୍ୟ ଖୁବ କମ ସଂଖ୍ୟକ ଲୋକ କରିପାରିବେ, ବିବିଧ ଭୂମିକା ଏବଂ ଏକ ଆକର୍ଷଣୀୟ ବ୍ୟକ୍ତିତ୍ୱ... ସେ ହେଉଛନ୍ତି ଶ୍ରୀ ରଜନୀକାନ୍ତ ଜୀ

ଏହା ଅତି ଖୁସିର କଥା ଯେ, ଥାଲାଇଭାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଛି ତାଙ୍କୁ ଅଭିନନ୍ଦନ। 

 

**********

TRP/


(ରିଲିଜ ଆଡି: 1709116) ପରିଦର୍ଶକ କାଉଣ୍ଟର : 315