ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପରମପୂଜ୍ୟ ଡଃ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ଵାମୀଗାଲୁଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 01 APR 2021 10:01AM by PIB Bhubaneswar

ପରମପୂଜ୍ୟ ଡଃ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ଵାମୀଗାଲୁଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପରମପୂଜ୍ୟ ଡଃ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ଵାମୀଗାଲୁଙ୍କ ଜୟନ୍ତୀରେ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି । ସମାଜ ସେବା ଏବଂ ଗରିବଙ୍କ କଲ୍ୟାଣ ପ୍ରତି ତାଙ୍କର ଅଗଣିତ ପ୍ରୟାସକୁ ସର୍ବଦା ସ୍ମରଣ କରାଯାଇଥାଏ । ତାଙ୍କର ଉତ୍ତମ ଚିନ୍ତା ଓ ଆଦର୍ଶ ଦ୍ଵାରା ଆମେ ଗଭୀର ଭାବେ ଅନୁପ୍ରାଣିତ” ।

 

**********

TRP/


(ରିଲିଜ ଆଡି: 1708916) ପରିଦର୍ଶକ କାଉଣ୍ଟର : 293