ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟ ସ୍ଥାପନା ଦିବସରେ ମିଜୋରାମବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 20 FEB 2021 10:03AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଜୋରାମବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ମିଜୋରାମର ମୋର ଭଉଣୀ ଏବଂ ଭାଇମାନଙ୍କୁ ରାଜ୍ୟ ସ୍ଥାପନା ଦିବସରେ ଶୁଭ କାମନା । ମହାନ ମିଜୋ ସଂସ୍କୃତି ଲାଗି ପୁରା ଦେଶ ଗର୍ବିତ । ପ୍ରକୃତି ସହିତ ସୁସମ୍ପର୍କରେ ବଞ୍ଚିବା ପାଇଁ ଦୟା ଏବଂ ପ୍ରତିବଦ୍ଧତା ପ୍ରଦର୍ଶନ ପାଇଁ ମିଜୋରାମର ଲୋକମାନେ ଜଣାଶୁଣା । ରାଜ୍ୟର ନିରନ୍ତର ଅଭିବୃଦ୍ଧି ପାଇଁ ପ୍ରାର୍ଥନା କରୁଛି”

 

**********

TRP/



(Release ID: 1699633) Visitor Counter : 112